ବଡ ଡେବ୍ୟୁ ହିଟ୍ ଦେବା ପରେ ମଧ୍ୟ ସଂଘର୍ଷ କରୁଛନ୍ତି ଏହି ନାୟିକା; କହିଲେ ମୁଁ ଯଦି ଫିଲ୍ମ ପରିବାରର ହୋଇଥାନ୍ତି…
ବଲିଉଡ୍ରେ ଏମିତି କିଛି ସେଲିବ୍ରିଟି ମଧ୍ୟ ଅଛନ୍ତି ଯେଉଁମାନେ ଷ୍ଟାର୍ କିଡ୍ସ ନୁହନ୍ତି। ସେମାନଙ୍କ ଉତ୍କୃଷ୍ଟ ଅଭିନୟ ଆଧାରରେ ସେମାନେ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ୍ ମଧ୍ୟ ଜଣେ। ତେଲୁଗୁ ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତ୍ରୀ କ୍ରିତି ସାନନ୍ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ କ୍ୟାରିୟରରେ ସେ ହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କିନ୍ତୁ ତାଙ୍କର ଫ୍ଲପ୍ ଫିଲ୍ମର ତାଲିକା ମଧ୍ୟ ବହୁତ ଲମ୍ବା। ଅଭିନେତ୍ରୀ କହିଛନ୍ତି ଯେ ଯଦି ସେ କୌଣସି ଏକ ଫିଲ୍ମ ପରିବାରର ହୋଇଥାନ୍ତେ, ବୋଧହୁଏ ତାଙ୍କୁ ଏତେ ସଂଘର୍ଷ କରିବାକୁ ପଡି ନଥାନ୍ତା।