Mahabharat Story: ଶାନ୍ତି ପାଇଁ ଯୁଦ୍ଧ ଓ ଯୁଦ୍ଧ ପାଇଁ ଶାନ୍ତି ପ୍ରସ୍ତାବ 

ଅଭିମନ୍ୟୁ ଓ ଉତ୍ତରାଙ୍କ ବିବାହ ପରଦିନ କାହିଁକି ପାଣ୍ଡବଙ୍କ ବନ୍ଧୁମାନେ ଏକାଠି ହୋଇଥିଲେ ? ସେଠି ସଭାରେ କ’ଣ କହିଲେ ଶ୍ରୀକୃଷ୍ଣ ? ବଳରାମ କ’ଣ କହିଲେ ଯେ ସାତ୍ୟକି ରାଗିଗଲେ ? ଶେଷରେ କ'ଣ ଠିକ ହେଲା ? ଯୁଦ୍ଧ ନା ଶାନ୍ତି ? ମହାଭାରତର ଉଦଯୋଗ ପର୍ବରେ ଥିବା ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Mahabharat Story: ଶାନ୍ତି ପାଇଁ ଯୁଦ୍ଧ ଓ ଯୁଦ୍ଧ ପାଇଁ ଶାନ୍ତି ପ୍ରସ୍ତାବ 
Array