Panchang Today 30th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୧୩ଶୀ ଦିବା ୦୧.୧୫ ଗତେ ୧୪ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ନାସ୍ତି
ଶୁଭସମୟ:
ପ୍ରାତଃ– ୦୫.୫୦ ରୁ ୦୮.୦୬
ଦିବା– ୧୦.୨୨ ରୁ ୧୧.୩୦
ଦିବା– ୦୧.୨୩ ରୁ ୦୩.୩୯
ସନ୍ଧ୍ୟା- ୦୬.୦୦ ରୁ ୦୬.୫୧
ରାତ୍ରି- ୦୮.୩୨ ରୁ ୦୨.୪୦
ରାତ୍ରି- ୦୪.୧୫ ରୁ ୦୫.୫୧
ଅଶୁଭସମୟ:
ରାହୁକାଳ- ଦିବା ୧୧.୩୦ ରୁ ୧୨.୫୫
କାଳବେଳା- ଦିବା ୦୮.୪୦ ରୁ ୧୦.୦୫
ବାରବେଳା- ଦିବା ୧୧.୩୦ ରୁ ୧୨.୫୫
କାଳରାତ୍ରି-ରାତ୍ରି ୦୨.୪୦ ରୁ ୦୪.୧୫