Mahabharat Story: ଅର୍ଜୁନଙ୍କ ସାରଥୀ ରୂପ ଓ ବିରାଟ ଯୁବରାଜଙ୍କ ଭୟ ବୃତ୍ତାନ୍ତ
କାହିଁକି ଏକା ଏକା କୌରବସେନା ସହ ଯୁଦ୍ଧରେ ବାହାରିଲେ ରାଜକୁମାର ଉତ୍ତର ? କିଏ କହିଲା ଅର୍ଜୁନଙ୍କୁ ତାଙ୍କ ରଥରେ ସାରଥୀ ହେବାକୁ ? କାହିଁକି ପ୍ରଥମେ ସାରଥୀ ହେବାକୁ ମନା କଲେ ଅର୍ଜୁନ ? ବିଶାଳ କୌରବ ସେନାଙ୍କୁ ଆଗରେ ଦେଖି କ'ଣ କହିଲେ ଯୁବରାଜ ଉତ୍ତର ? ଏମିତି ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।