Mahabharat Story: କର୍କୋଟକ ନାଗ ଓ ସାରଥୀ ସାଜିଥିବା ରାଜାଙ୍କ କାହାଣୀ

କାହିଁକି ସାହାଯ୍ୟ ପାଇଲା ପରେ ବି ନଳଙ୍କୁ କର୍କୋଟକ ନାଗ ଦଂଶନ କଲା? କାହିଁକି ପାଗଳୀ ପ୍ରାୟ ଦିଶୁଥିବା ଦମୟନ୍ତୀକୁ ରାଜମାତା ଆଶ୍ରୟ ଦେଲେ? ହଜି ଯାଇଥିବା ଦମୟନ୍ତୀଙ୍କୁ କେମିତି ଖୋଜି ପାଇଲେ ଜଣେ ବ୍ରାହ୍ମଣ ? ଦଂଶନ ପରେ ନଳଙ୍କୁ କ'ଣ କ'ଣ ଉପଦେଶ ଦେଲେ ନାଗରାଜ? ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat Story: କର୍କୋଟକ ନାଗ ଓ ସାରଥୀ ସାଜିଥିବା ରାଜାଙ୍କ କାହାଣୀ
Array