Flight Delay: ବିମାନ ଉଡାଣ ବିଳମ୍ବ କିମ୍ବା ବାତିଲ ହେଲେ ଯାତ୍ରୀମାନେ ପାଇପାରିବେ କ୍ଷତିପୂରଣ; ଜାଣନ୍ତୁ କ’ଣ କହୁଛି ନିୟମ 

ବିମାନ ଉଡାଣରେ ବିଳମ୍ବ ହେଲେ କିମ୍ବା ବିମାନ ବାତିଲ ହେଲେ ନିୟମ ଅନୁଯାୟୀ, କିଛି ସର୍ତ୍ତ ମୁତାବକ, ଯାତ୍ରୀମାନେ କ୍ଷତିପୂରଣ ପାଇବା ସହ ଖାଦ୍ୟ, ପାନୀୟ ଓ ହୋଟେଲରେ ରହିବା ସୁଯୋଗ ଯୋଗାଇବେ ଏୟାରଲାଇନ୍ସ କମ୍ପାନୀ ।

Flight Delay: ବିମାନ ଉଡାଣ ବିଳମ୍ବ କିମ୍ବା ବାତିଲ ହେଲେ ଯାତ୍ରୀମାନେ ପାଇପାରିବେ କ୍ଷତିପୂରଣ; ଜାଣନ୍ତୁ କ’ଣ କହୁଛି ନିୟମ 
Array