Mahabharat Story: ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସର ଦଣ୍ଡ କଥା

ମଣିଷ ସବୁ ଜାଣି ବାର ବାର ଭୁଲ୍ କରେ । ପୁରୁଣା ଭୁଲରୁ କିଛି ବି ଶିଖିପାରେନି । ହିତାକାଂକ୍ଷୀମାନଙ୍କ କଥା ବିଷ ପରି ଲାଗେ। ଜୁଆ ଖେଳର ପରାଭବ ଜାଣିଲା ପରେ ବି ପୁଣି ଥରେ ସେଇ ପଶାପାଲି ପାଖରେ କାହିଁକି ବସିଲେ ରାଜା? କ'ଣ ପାଇଁ ବାର ବର୍ଷ ବନବାସ ଓ ବର୍ଷେ ଆଜ୍ଞାତ ବାସରେ ଗଲେ ରାଜ ପରିବାର? ଏଇ ପରି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat Story: ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସର ଦଣ୍ଡ କଥା
Array