Viral Video: ସୂତା ଲଗାଇ ପୁଅର ଦାନ୍ତକୁ ଉପାଡି ଦେଲେ ବାପା; ପୁଅ କହିଲା ଏମିତି ଭାବପ୍ରବଣ କଥା

ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କ ହୃଦୟ ତରଳି ଯିବ ଏବଂ ଆପଣ ନ ହସି ରହିପାରିବେ ନାହିଁ। ଏହି ଭାଇରାଲ୍ ଭିଡିଓରେ, ଜଣେ ବ୍ୟକ୍ତି ନିଜ ପୁଅର କ୍ଷୀର ଦାନ୍ତକୁ ଏକ ସୂତା ସାହାଯ୍ୟରେ ଉପାଡୁଥିବା ଦେଖାଯାଏ।

Viral Video: ସୂତା ଲଗାଇ ପୁଅର ଦାନ୍ତକୁ ଉପାଡି ଦେଲେ ବାପା; ପୁଅ କହିଲା ଏମିତି ଭାବପ୍ରବଣ କଥା
Array