Mahabharat Story : ଜ୍ଞାନ ପ୍ରାପ୍ତିର ସରଳ ରାସ୍ତା ଖୋଜୁଥିବା ଋଷିପୁତ୍ରର କାହାଣୀ
କଠୋର ଅଧ୍ୟୟନ ଓ ଅଧ୍ୟବସାୟ ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ । ଜ୍ଞାନ ପ୍ରାପ୍ତି ପାଇଁ କୌଣସି ସରଳ ସହଜ ରାସ୍ତା ନାହିଁ । ଏଇ କଥାଟି ବୁଝିନପାରି କେଉଁ ସହଜ ରାସ୍ତା ଧରିଥିଲେ ଋଷିପୁତ୍ର? କ'ଣ ହେଲା ତା'ର ଶେଷ ପରିଣାମ? କାହିଁକି ଜଣେ ବୁଢାଲୋକ ଗଙ୍ଗା ନଦୀରେ ବାଲି ମୁଠା ପକାଉଥିଲେ? ଏମିତି ଆହୁରି ଅନେକ ପ୍ରଶ୍ନ ପଛର କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।