Mahabharat Story: ବନବାସ ଆରମ୍ଭ ଓ କୃଷ୍ଣଙ୍କ ଆଗମନ କଥା
କାହିଁକି ବନବାସରେ ଯାଉଥିବା ପାଣ୍ଡବମାନଙ୍କୁ ପ୍ରଜାମାନେ ଅନୁସରଣ କଲେ? କାହିଁକି କୃଷ୍ଣ ପଶା ଖେଳ ବେଳେ ପାଣ୍ଡବଙ୍କ ପାଖରେ ପହଞ୍ଚି ପାରିନଥିଲେ? ବିଦୁରଙ୍କୁ ଦେଖି କାହିଁକି ଯୁଧିଷ୍ଠିର ଆଶଙ୍କାରେ ପଡିଲେ? ବନବାସରେ କୋଉ ଜଙ୍ଗଲରେ ରହିଲେ ପାଣ୍ଡବମାନେ? ମହାଭାରତ ପୃଷ୍ଠାର ଆହୁରି ଏମିତି ଅନେକ କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।