Mahabharat Story: ବୁଢ଼ା ଋଷିଙ୍କୁ ଅନ୍ଧ କରିଥିବା ରାଜକୁମାରୀଙ୍କ କାହାଣୀ

ତପସ୍ୟାରେ ବସିଥିବା ଋଷିଙ୍କ ଉପରେ ଉଇହୁଙ୍କା ମାଡି ଯାଇଥିଲା । ଦିନେ କୌତୁହଳରେ ରାଜକୁମାରୀ କଣ୍ଟାରେ ହୁଙ୍କାକୁ ଫୁଟାଇଲେ ଯେ ଋଷି ଅନ୍ଧ ହେଇଗଲେ । କଣ ହେଲା ତାପରେ? ରାଜକୁମାରୀଙ୍କୁ କ୍ଷମା କଲେ ଋଷି ନା ଅଭିଶାପ ଦେଲେ? କେମିତି କଲେ ରାଜକୁମାରୀ ପ୍ରାୟଶ୍ଚିତ? ସେସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat Story: ବୁଢ଼ା ଋଷିଙ୍କୁ ଅନ୍ଧ କରିଥିବା ରାଜକୁମାରୀଙ୍କ କାହାଣୀ
Array