Mahabharat Story: ଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତ୍ତାନ୍ତ
ଗୋଟେ ମାଂସ ପିଣ୍ଡୁଳାରୁ କେମିତି ଜନ୍ମିଲେ ଶହେ ପୁଅ ? ଶତ ସତର୍କତା ପରେ ବି କେମିତି ଫଳିଲା ଅଭିଶାପ? ସ୍ୱାମୀଙ୍କର ମୃତ୍ୟୁ ପରେ କାହିଁକି ଜଣେ ରାଣୀ ବଞ୍ଚି ରହିଲେ ଓ ଅନ୍ୟ ଜଣେ ସତୀ ହେଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।