ସେନା ପୋଷାକରେ ସ୍ବାମୀଙ୍କୁ ଶେଷ ବିଦାୟ

ସେନା_ପୋଷାକରେ_ସ୍ବାମୀଙ୍କୁ_ଶେଷ_ବିଦାୟ କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ ପାଇଲଟଙ୍କୁ ସେନାରେ କାର୍ଯ୍ୟରତ ପତ୍ନୀଙ୍କ ଅଶ୍ରୁଳ ବିଦାୟ। ସେନା ପୋଷାକରେ ସ୍ବାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଜବୀର ସିଂ ଚୌହ୍ବାନଙ୍କ ଫଟୋ ଧରି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ପତ୍ନୀ। ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ କୋହ ସମ୍ଭାଳି ପାରି ନଥିଲେ ସେନାରେ କାର୍ଯ୍ୟରତ ପତ୍ନୀ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ବାନ।

ସେନା ପୋଷାକରେ ସ୍ବାମୀଙ୍କୁ ଶେଷ ବିଦାୟ
Array