Mahabharat Story: ସାପ କବଳରୁ ମୁକ୍ତି ଓ ହିମାଳୟରୁ ପାଣ୍ଡବମାନଙ୍କ ପ୍ରସ୍ଥାନ ବୃତ୍ତାନ୍ତ
ଭୀମସେନଙ୍କ ଦେହରେ ଗୁଡେଇ ହୋଇଥିବା ସାପ ତାଙ୍କୁ ଛାଡିଲା କେମିତି? ସାପକୁ କ'ଣ ସବୁ କହିଲେ ଯୁଧିଷ୍ଠିର? କାହିଁକି ଅର୍ଜୁନଙ୍କୁ ଦିବ୍ୟ ଅସ୍ତ୍ରର ପ୍ରଦର୍ଶନ କରିବାକୁ ମନା କଲା ଦୈବବାଣୀ? କେଉଁ ଯୋଜନାରେ ପାଣ୍ଡବମାନେ ହିମାଳୟରୁ ବନବାସର ଶେଷ ଦୁଇ ବର୍ଷ କାଟିବାକୁ ହସ୍ତିନାପୁର ପାଖ ଜଙ୍ଗଲକୁ ଫେରିଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।