Mahabharat: ପତି ପତ୍ନୀଙ୍କ ମିଳନ ଓ ରାଜାଙ୍କ ସିଂହାସନ ଫେରି ପାଇବାର କାହାଣୀ

ରାଜା କେମିତି ଗଣି ପାରିଲେ ଗଛ ଗୋଟାକର ପତ୍ର ଓ ଫଳ? ବିବାହିତ ରାଜକୁମାରୀ କାହିଁକି ଆଉଥରେ ସ୍ୱୟଂବର ପାଇଁ ଯୋଜନା କଲେ? ଅଯୋଧ୍ୟା ରାଜା ମାତ୍ର ଗୋଟେ ଦିନରେ କେମିତି ପହଞ୍ଚିଲେ ବିଦର୍ଭ? ଦମୟନ୍ତୀ କେମିତି ଚିହ୍ନିଲେ ନଳଙ୍କୁ? କୁରୂପ ନଳ ଶେଷରେ କେମିତି ତାଙ୍କ ପୂର୍ବ ରୂପ ଓ ନିଜ ସିଂହାସନ ଫେରିପାଇଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Mahabharat: ପତି ପତ୍ନୀଙ୍କ ମିଳନ ଓ ରାଜାଙ୍କ ସିଂହାସନ ଫେରି ପାଇବାର କାହାଣୀ
Array