Mahakumbh Monalisa: ମାଳା ବିକାଳୀରୁ କୋଟିପତି! ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି ଅଧିକ ରୋଜଗାର କଲେଣି ମୋନାଲିସା

ଗଙ୍ଗା କୂଳରେ ମାଳା ବିକ୍ରୟ କରୁଥିବା ମୋନାଲିସା ଏବେ କେତେ ରୋଜଗାର କରୁଛନ୍ତି ତାହା ଏକ ଭାଇରାଲ୍ ଭିଡିଓ ମାଧ୍ୟମରେ ପ୍ରକାଶ ପାଇଛି। ସେ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କହିଛନ୍ତି ମା ଗଙ୍ଗାଙ୍କ କୃପାରୁ ହୋଇଛି।

Mahakumbh Monalisa: ମାଳା ବିକାଳୀରୁ କୋଟିପତି! ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି ଅଧିକ ରୋଜଗାର କଲେଣି ମୋନାଲିସା
Array