Mahanadi Dispute: ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ହେବ ଟ୍ରିବ୍ୟୁନାଲରେ ହେବ ଶୁଣାଣି। ମହାନଦୀ ବିବାଦର ସମାଧାନ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ଗତକାଲି ଭୁବନେଶ୍ୱରରେ ଆୟୋଜିତ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। 

Mahanadi Dispute: ଆଜି ଟ୍ରିବ୍ୟୁନାଲରେ ଶୁଣାଣି
Array