Mahasnan: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ରକ୍ତଛିଟା ପଡିବାରୁ ଶ୍ରୀଜିଉଙ୍କର ହେଲା ମହାସ୍ନାନ । ଭିତରକାଠ ନିକଟରେ ଜଣେ ପାଣିଆପଟ ସେବାୟତ ପଡିଯାଇଥିଲେ । ତାଙ୍କ ଗୋଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ରକ୍ତଛିଟା ପଡିଥିଲା ।

Mahasnan: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ
Array