Mahua Moitra-Pinaki Mishra Dance: ପିନାକୀ-ମହୁଆଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ

ନାଚିଲେ ନବଦମ୍ପତି । ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ବିଜେଡି ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି । ଉଭୟଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Mahua Moitra-Pinaki Mishra Dance: ପିନାକୀ-ମହୁଆଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ
Array