Mahul Flower Business Issues: ମହକୁଛି ମହୁଲ...ମୂଲ ପାଉନି ଗୋଟାଳି, ମାଲେମାଲ ଦଲାଲ୍
ଏହି ଚୋରା ଚାଲାଣ ଉପରେ ଅବକାରୀ ବିଭାଗ ନଜର ରଖିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିବା ବେଳେ ଆଗକୁ ମଣ୍ଡି ବ୍ୟବସ୍ଥା ପାଇଁ କେନ୍ଦ୍ରକୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ସେପଟେ ବରଗଡ଼ ଅବକାରୀ ଅଧିକ୍ଷକ କହିଛନ୍ତି ମହୁଲଫୁଲର ଅଭାବୀ ବିକ୍ରି ନାହିଁ l