Online Betting Apps: ଅନଲାଇନ୍ ଜୁଆ ମାୟାରେ ବାୟାହୋଇ ସର୍ବସ୍ୱାନ୍ତ ହେଉଛନ୍ତି ଯୁବପିଢ଼ି
ଡେଞ୍ଜର୍ ସାଜିଛି ଡିଜିଟାଲ୍ ଜୁଆ,ବାଜି ଲଗାଇଥିବା ଆଚ୍ଛା ଆଚ୍ଛାଙ୍କୁ କରୁଛି ବରବାଦ୍ ,ନିଜର ମାୟାଜାଲରେ ଗୋଲ୍ କରିଦେଉଛି କଷ୍ଟ ଉପାର୍ଜିତ ଟଙ୍କା । କିଏ ସର୍ବସ୍ବାନ୍ତ ହୋଇଯାଉଛନ୍ତି ତ କିଏ ଧନଶୂନ୍ୟ ହୋଇ ହତାଶ ହେଉଛନ୍ତି ।