Major Fire in Bhadrak Arrow Warehouse; Multiple Injured, Cause Unknown
#ବାଣ_ଗୋଦାମରେ_ନିଆଁ ଭଦ୍ରକରେ ବଡ ଅଘଟଣ। ବାଣ ଗୋଦାମରେ ଲାଗିଲା ନିଆଁ। ହଳଦୀଡିହ ଛକ ନିକଟରେ ନିଆଁ ଲାଗିଛି। ଏଥିରେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ପ
#ବାଣ_ଗୋଦାମରେ_ନିଆଁ
ଭଦ୍ରକରେ ବଡ ଅଘଟଣ। ବାଣ ଗୋଦାମରେ ଲାଗିଲା ନିଆଁ। ହଳଦୀଡିହ ଛକ ନିକଟରେ ନିଆଁ ଲାଗିଛି। ଏଥିରେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ପ