Malaika Arora Photos: ବ୍ଲାକ୍ ଆଉଟ୍ଫିଟ୍ରେ ପ୍ରଶଂସକଙ୍କୁ ଆକର୍ଷଣ କଲେ ମଲାଇକା; ଦେଖନ୍ତୁ କିଛି ଝଲକ୍…
ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ୫୦ ବର୍ଷ ହୋଇଛି, କିନ୍ତୁ ଆଜି ବି ସେ ନିଜ ସୌନ୍ଦର୍ଯ୍ୟରେ ଝିଅମାନଙ୍କୁ ପ୍ରେରଣା ଦିଅନ୍ତି। ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ସେ ସବୁବେଳେ ଚର୍ଚ୍ଚିତ। ତାଙ୍କର ଷ୍ଟାଇଲିସ୍ ଡ୍ରେସିଂ ଲୁକ୍ ଇଣ୍ଟର୍ନେଟ୍ରେ ପୋଷ୍ଟ ହେବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।