ଚମ୍ପୁଆରେ ଲଜ୍ଜା: ୧୩ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ଚମ୍ପୁଆ: ଚମ୍ପୁଆରେ ଲଜ୍ଜା । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସାନବଡ଼ବିଲ ଗାଁରେ ଅମାନବୀୟ ଘଟଣା ଘଟିଛି। ୧୩ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଛୁଆକୁ ଖେଳାଇବା ବାହାନାରେ ଗାଁର ପବିତ୍ର ବେହେରା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଶିଶୁକନ୍ୟାକୁ ପ୍ରଥମେ ଚମ୍ପୁଆ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛf।