Malaika Arora: ଥରେ ନଜର ପକାନ୍ତୁ ମଲାଇକା ଏହି ଫଟୋ ଉପରେ; ହେଇଯିବେ ଦିବାନା

ମଲାଇକା ଅରୋରା ତାଙ୍କ ଡ୍ୟାନ୍ସ ମୁଭ୍ସ ବ୍ୟତୀତ ତାଙ୍କର ଷ୍ଟାଇଲିସ୍ ଲୁକ୍ ପାଇଁ ମଧ୍ୟ ଜଣାଶୁଣା। ମଲାଇକା ପ୍ରାୟତଃ ଗୋଟିଏ ପରେ ଗୋଟିଏ ଲୁକ୍‌ରେ ନଜର ଆସନ୍ତି। କିନ୍ତୁ ଅଭିନେତ୍ରୀଙ୍କ ସାମ୍ପ୍ରତିକ ଲୁକ୍ ଗ୍ରୀଷ୍ମ ଋତୁ ପାଇଁ ଉପଯୁକ୍ତ, ଯାହାକୁ ଆପଣ ମଧ୍ୟ ଚେଷ୍ଟା କରିପାରିବେ।

Malaika Arora: ଥରେ ନଜର ପକାନ୍ତୁ ମଲାଇକା ଏହି ଫଟୋ ଉପରେ; ହେଇଯିବେ ଦିବାନା
Array