Malaika Arora: ଧଳା ଅନାରକଲୀ ସୁଟ୍‌ରେ ପ୍ରଶଂସକଙ୍କୁ ଆକର୍ଷଣ କଲେ ବଲିଉଡ ଡିଭା

ମଲାଇକା ଅରୋରାଙ୍କୁ ବଲିଉଡର ଡିଭା କୁହାଯାଏ। ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ ହେଉ, ଅଭିନେତ୍ରୀ ପ୍ରତ୍ୟେକ ଲୁକ୍‌ରେ ଚମତ୍କାର ଦେଖାଯାଆନ୍ତି। ଇଦ୍ ପୂର୍ବରୁ ଅଭିନେତ୍ରୀ ଧଳା ଅନାରକଲୀ ସୁଟ୍‌ରେ ନିଜର କିଛି ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Malaika Arora: ଧଳା ଅନାରକଲୀ ସୁଟ୍‌ରେ ପ୍ରଶଂସକଙ୍କୁ ଆକର୍ଷଣ କଲେ ବଲିଉଡ ଡିଭା
Array