Malkangiri's Famous Bada Jatra Begins After Completion of Rituals in Andhra Pradesh
ଭକ୍ତର ଡୋରିରେ ବନ୍ଧା ଭଗବାନ । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମରେ ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁରେ ନୌକା ବିହାର କରି ଠାକୁରଙ୍କୁ ପାଛୋଟି ଆଣିଛନ୍ତି ଭକ୍ତ। ସେଠାରେ ସ୍ନାନଯାତ୍ରା ସାରି