Sunny Deol: ଗୋଟିଏ ଫ୍ରେମ୍‌ରେ ସନ୍ନି-ପ୍ରଭାସ; ବଡ ପ୍ରୋଜେଟ୍‌ରେ ଆସିବେ କି ନଜର!

ରିବେଲ୍ ଷ୍ଟାର୍ ପ୍ରଭାସ, ଗଦର ଷ୍ଟାର୍ ସନ୍ନି ଦେଓଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଟଲିଉଡ୍‌ ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନୀ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଭାସ ଏବଂ ସନ୍ନିଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି।

Sunny Deol: ଗୋଟିଏ ଫ୍ରେମ୍‌ରେ ସନ୍ନି-ପ୍ରଭାସ; ବଡ ପ୍ରୋଜେଟ୍‌ରେ ଆସିବେ କି ନଜର!
Array