Man Brutally Murdered: ଖାଉଥିବା ବେଳେ ଟାଙ୍ଗିଆରେ ହାଣି ଦେଲେ ପଡ଼ୋଶୀ

ବାହାରେ ରକ୍ତ, ଘରେ ରକ୍ତ । ଯୁଆଡେ ଦେଖିବ ସିଆଡେ କେବଳ ରକ୍ତ । ଭାତ କଂସାରେ ପଡିଛି ରକ୍ତ ଛିଟା । ଖାଉଥିବା ବେଳେ ଟାଙ୍ଗିଆରେ ହାଣି ଦେଲେ ପଡ଼ୋଶୀ । ସ୍ତ୍ରୀ ଓ ଝିଅ ଆଗରେ ଅତି ନୃଶଂସ ଭାବେ ଚୈତନ୍ୟ ଶବରଙ୍କ ନେଇଗଲେ ଜୀବନ। କେହି କିଛି ବୁଝାବା ଆଗରୁ ଉଜୁଡିଗଲା ହସଖୁସିର ସଂସାର ।

Man Brutally Murdered: ଖାଉଥିବା ବେଳେ ଟାଙ୍ଗିଆରେ ହାଣି ଦେଲେ ପଡ଼ୋଶୀ
Array