Man Kills Childhood Friend: ପ୍ରେମରେ ସାଜିଲା କଣ୍ଟା, ମାରିଦେଲା ସାଙ୍ଗ...ଲୋମଟାଙ୍କୁରା ଘଟଣାର ପର୍ଦ୍ଦାଫାସ୍
୨ବର୍ଷ ତଳେ ଜଣେ ଯୁବତୀ ସହ ସତ୍ୟର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଝିଅ ଘର ଲୋକଙ୍କ ଆଗରେ ଧରା ନପଡ଼ିବା ପାଇଁ ସତ୍ୟ, ନିଜ ବାଲ୍ୟବନ୍ଧୁ କୁଞ୍ଜର ମୋବାଇଲ୍ ରେ ପ୍ରେମିକା ସହ ଗପୁଥିଲା। ତେବେ କିଛି ଦିନ ତଳେ କୁଞ୍ଜ ମଧ୍ୟ ଉକ୍ତ ଯୁବତୀଙ୍କ ସହ ଫୋନରେ କଥା ହେଉଥିବା ଜାଣି ସତ୍ୟ ଏହାକୁ ବାରଣ କରିଥିଲା।