Manabasa Gurubara 2024: ଓଡିଆ ମହିଳା କାହିଁକି ପାଳନ କରନ୍ତି ମାର୍ଗଶୀର ଗୁରୁବାର ବ୍ରତ
ପ୍ରତି ଓଡିଆ ମହିଳା ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ ମାଣବସା ଗୁରୁବାର ସମୟରେ ସେହିମାନଙ୍କ ଘରକୁ ଯାଆନ୍ତି, ଯେଉଁ ମହିଳାମାନେ ମା’ଙ୍କୁ ଭକ୍ତି ସହିତ ପୂଜା କରନ୍ତି।