Tamannaah Bhatia: ଲାଲ ଫୁଲପକା ଗାଉନରେ ପୁଣି ଦେଖାଇଲେ ପରଫେକ୍ଟ ଫିଗର

ତମନ୍ନା ଭାଟିଆ ହେଉଛନ୍ତି ସେହି ଅଭିନେତ୍ରୀ ଯିଏ ତାଙ୍କ କାମ ଅପେକ୍ଷା ତାଙ୍କ ଲୁକ୍ ଏବଂ ବିଜୟ ବର୍ମାଙ୍କ ସହ ବ୍ରେକ୍‌ଅପ୍ ଖବର ପାଇଁ ଅଧିକ ଖବରରେ ଅଛନ୍ତି। ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସକମାନେ ପୂରା ଦିବାନା। ଆପଣ ବି ଦେଖନ୍ତୁ...

Tamannaah Bhatia: ଲାଲ ଫୁଲପକା ଗାଉନରେ ପୁଣି ଦେଖାଇଲେ ପରଫେକ୍ଟ ଫିଗର
Array