Manas Mangaraj Blamed: ବଢୁଛି ପାଣ୍ଡିଆନ୍ ବିପକ୍ଷବାଦୀ ଓ ସପକ୍ଷବାଦୀ ଫାଇଟ୍, ମାନସ ମଙ୍ଗରାଜଙ୍କୁ ଦାୟୀ କଲେ ଯୁବ ନେତା

ନବୀନ ବିଜେଡି ବନାମ ପାଣ୍ଡିଆନ ବିଜେଡି। ଅସଲ ବିଜେଡି କାହା ପାଖରେ? ରାଜ୍ୟସଭାରେ ୱକ୍ଫ ବିଲ୍ ବିବାଦକୁ ନେଇ ଦୁଇଫାଳ ଦଳ। କିନ୍ତୁ କାହିଁକି ଅସହାୟ ନବୀନ? କାର୍ଯ୍ୟାନୁଷ୍ଠାନରେ ବିଳମ୍ଭ କାହିଁକି? ଗତକାଲିଠୁ ଖୋଲାଖୋଲି ଆରମ୍ଭ ହୋଇଛି ପ୍ରୋ ପାଣ୍ଡିଆନ ଆଉ ଏଗେନଷ୍ଟ ପାଣ୍ଡିଆନ ଫାଇଟ୍। ସୋସିଆଲ ମିଡିଆ ଆଉ ଗଣମାଧ୍ୟମକୁ ଆସି ମତ ରଖୁଛନ୍ତି ଜଣକ ପରେ ଜଣେ ନେତା।ଶଙ୍ଖ ଭବନ ଆଉ ନବୀନ ନିବାସରେ ଆରମ୍ଭ ହୋଇଛି ଲବି।

Manas Mangaraj Blamed: ବଢୁଛି ପାଣ୍ଡିଆନ୍ ବିପକ୍ଷବାଦୀ ଓ ସପକ୍ଷବାଦୀ ଫାଇଟ୍, ମାନସ ମଙ୍ଗରାଜଙ୍କୁ ଦାୟୀ କଲେ ଯୁବ ନେତା
Array