Manmohan Elected State President: ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ; ମୋଟ ଚତୁର୍ଥ ଥର ପାଇଁ ହେଲେ ସଭାପତି…
ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ହିଁ ନୋମିନେସନ୍ ଭରିଥିଲେ। ଆଜି ବିଧିବଦ୍ଧ ଭାବେ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି ।