Manmohan Singh Last Rites: ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ, ଶେଷକୃତ୍ୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ
କେତେବେଳେ ସଫଳତା... ପୁଣି କେତେ ସମାଲୋଚନା; ବୋଧ ହୁଏ ଜୀବନର ଆଉ ଏକ ନାଁ ଥିଲେ ମନମୋହନ । ବର୍ତ୍ତମାନର ନିର୍ଦ୍ଦୟତାକୁ ମୁରୁକି ହସରେ ଲିଭାଇ ଦେଇ, ଯିଏ ସଦୟ ଇତିହାସର ଆଶା ରଖିଥିଲେ...ସେମିତି ଜଣେ ଆଶାବାଦୀ ଥିଲେ ମନମୋହନ...।