Mann Ki Baat: ମୋଦିଙ୍କ ମନ୍ କି ବାତରେ ଓଡ଼ିଶା ବଣମଲ୍ଲୀଙ୍କ ମହକ

ନିଆଁ ଆଁରୁ ଜଙ୍ଗଲ ବଞ୍ଚାଉଥିବା କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ତାରିଫ। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଛନ୍ତି ପ୍ରମିଳା। ମୟୂରଭଞ୍ଜର ସାନ୍ତାଳୀ ଶାଢ଼ୀ ବାବଦରେ କହିଲେ ପ୍ରଧାନମନ୍ତ୍ରୀ

Mann Ki Baat:  ମୋଦିଙ୍କ ମନ୍ କି ବାତରେ ଓଡ଼ିଶା ବଣମଲ୍ଲୀଙ୍କ ମହକ
Array