Manoj Kumar Funeral: ପଞ୍ଚଭୂତରେ ଲୀନ ହେଲା ମର ଶରୀର: ଶ୍ମଶାନ ଘାଟରେ ସେଲିବ୍ରେଟୀ
ମନୋଜ କୁମାରଙ୍କ ଶୁକ୍ରବାର ସକାଳେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭେଟେରାନ ଅଭିନେତାଙ୍କ ଦେହାନ୍ତ ପରେ ବଲିଉଡ୍ରେ ଶୋକ ପ୍ରକାଶ ପାଇଛି। ଆଜି ତାଙ୍କୁ ବିଦାୟ ଦେବା ପାଇଁ ବଲିଉଡ୍ର ସମସ୍ତ ସେଲିବ୍ରେଟି ଶ୍ମଶାନ ଘାଟ ଯାଇଛନ୍ତି। ଏହାର ଫଟୋଗୁଡ଼ିକ ମଧ୍ୟ ସାମ୍ନାକୁ ଆସିଛି।