Natasa Stankovic: ଛାଡପତ୍ର ପରେ ଜୀବନକୁ ଖୁବ ଉପଭୋଗ କରୁଛନ୍ତି ନତାଶା
କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନ୍କୋଭିକ୍ଙ୍କ ଛାଡପତ୍ର ହେବାର ଦୀର୍ଘ ଦିନ ହେଲାଣି। ଉଭୟ ନିଜ ଜୀବନରେ ଆଗକୁ ବଢିଛନ୍ତି ଏବଂ ଉପଭୋଗ କରୁଛନ୍ତି। ଛାଡପତ୍ର ପରେ ନତାଶା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଛନ୍ତି।