Mansa Devi Temple Stampede: ମନ୍ଦିରରେ ବଡ ଅଘଟଣ; ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ହରିଦ୍ୱାରର ମନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ଥିବାରୁ ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ହୋଇଥିବା ୨୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Mansa Devi Temple Stampede: ମନ୍ଦିରରେ ବଡ ଅଘଟଣ; ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ
Array