Maoist Conflict: ଅପରେସନ୍ ‘କଗାର୍’ ପରେ...,ମାଓବାଦୀଙ୍କ ନୂଆ ଚାଲ୍ ନା ମୂଳପୋଛ ଭୟ?

ଦିନେ ଯାହା ହାତରେ କଥା କହୁଥିଲା ଗୁଳି ବନ୍ଧୁକ, ତାଙ୍କରି ମୁହଁରେ ଏବେ ମାଓ ଯନ୍ତ୍ରଣାର ଗାଥା । ଦିନେ ଯିଏ ଅଗନାଅଗନି ବନସ୍ତରେ ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢୁଥିଲେ । ସିଏ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନକ୍ସଲବାଦ ବଦଳରେ ବିକାଶର ବାର୍ତ୍ତା ଦେଉଛନ୍ତି।

Maoist Conflict: ଅପରେସନ୍ ‘କଗାର୍’ ପରେ...,ମାଓବାଦୀଙ୍କ ନୂଆ ଚାଲ୍ ନା ମୂଳପୋଛ ଭୟ?
Array