Maoist IED Blast: IED ବିସ୍ଫୋରଣରେ କୋଣ୍ଟା ASP ଆକାଶ ରାଓ ଗିରିପୁଞ୍ଜେ ସହିଦ

ଛତିଶଗଡ ସୁକୁମାରେ କୋଣ୍ଟା- ଏରାବୋରା ରାସ୍ତାରେ ମାଓବାଦୀଙ୍କ IED ବିସ୍ଫୋରଣରେ କୋଣ୍ଟା ASP ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଥିବା ବେଳେ କୋଣ୍ଟା ଟିଆଇ ଓ ଏସଡିପିଓ ଆହତ ହୋଇଛନ୍ତି ।

Maoist IED Blast: IED ବିସ୍ଫୋରଣରେ କୋଣ୍ଟା ASP ଆକାଶ ରାଓ ଗିରିପୁଞ୍ଜେ ସହିଦ
Array