Maoists Eliminated: ଛତିଶଗଡରେ ସଫା ହେଲେ ୨୭ ମାଓବାଦୀ, ଖୁସିରେ ହୋଲି ଖେଳିଲେ ଯବାନ

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୨୭ ମାଓବାଦୀ ନିପାତ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଯୁବତୀ ଓ ଲୋକେ ଯବାନମାନଙ୍କୁ ଅବିର ମାରିବା ସହ ବାଣଫୁଟାଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି ।

Maoists Eliminated: ଛତିଶଗଡରେ ସଫା ହେଲେ ୨୭ ମାଓବାଦୀ, ଖୁସିରେ ହୋଲି ଖେଳିଲେ ଯବାନ
Array