Panchang Today 26th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୩.୪୭ ଗତେ ୧୨ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୪୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ:
ପ୍ରାତଃ-୦୬.୦୫ ରୁ ୦୬.୪୯
ଦିବା- ୦୮.୪୯ ରୁ ୧୧.୧୨
ସନ୍ଧ୍ୟା- ୦୫.୦୨ ରୁ ୦୬.୪୦
ରାତ୍ରି- ୦୮.୧୮ ରୁ ୦୮.୩୧
ରାତ୍ରି- ୦୯.୨୩ ରୁ ୧୨.୦୦
ରାତ୍ରି- ୦୧.୪୪ ରୁ ୦୩.୨୯
ରାତ୍ରି-୦୪.୨୧ ରୁ ୦୬.୦୬
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୧୮ ରୁ ୦୩.୪୦
କାଳବେଳା- ଦିବା ୧୨.୫୬ ରୁ ୦୨.୧୮
ବାରବେଳା- ଦିବା ୦୭.୨୭ ରୁ ୦୮.୪୯
କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୮