Operation Sindoor: ଯୁଦ୍ଧ ଏବେ ଆରମ୍ଭ ହେଉଛି, ମିଶନ ସମାପ୍ତ ନ ହେବା ପର୍ଯ୍ୟନ୍ତ ଅଟକିବ ନାହିଁ: ରଜନୀକାନ୍ତ

ଭାରତ 'ଅପରେସନ ସିନ୍ଦୂର' ମାଧ୍ୟମରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଅପରେସନକୁ ନେଇ ସାଉଥ୍ ଶିଳ୍ପର ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଭାରତୀୟ ସେନାର ପ୍ରଶଂସା କରିଛନ୍ତି।

Operation Sindoor: ଯୁଦ୍ଧ ଏବେ ଆରମ୍ଭ ହେଉଛି, ମିଶନ ସମାପ୍ତ ନ ହେବା ପର୍ଯ୍ୟନ୍ତ ଅଟକିବ ନାହିଁ: ରଜନୀକାନ୍ତ
Array