Maoists Held in Sukma: ଭୁଶୁଡ଼ୁଛି ମାଓ ଗଡ଼, ୬ ଜଣ ହାଡକୋର୍ ମାଓବାଦୀ ଗିରଫ…

ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଛନ୍ତି ୬ ଜଣ ହାଡକୋର୍ ମାଓବାଦୀ।

Maoists Held in Sukma: ଭୁଶୁଡ଼ୁଛି ମାଓ ଗଡ଼, ୬ ଜଣ ହାଡକୋର୍ ମାଓବାଦୀ ଗିରଫ…
Array