Robert Vadra Land Controversy: ଜମି ଦୁର୍ନୀତି ମାମଲା, ଇଡି ସମ୍ମୁଖରେ ହାଜର ହେଲେ ରବର୍ଟ ଭଦ୍ରା

ଜମିଜମା କାରବାର ଓ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରା ଯାଇଥିଲା। ଏହା ସହିତ ତାଙ୍କୁ ମଙ୍ଗଳବାର ହାଜର ହେବାକୁ କୁହାଯାଇଥିଲା।

Robert Vadra Land Controversy: ଜମି ଦୁର୍ନୀତି ମାମଲା, ଇଡି ସମ୍ମୁଖରେ ହାଜର ହେଲେ ରବର୍ଟ ଭଦ୍ରା
Array