ଶପଥ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ

ପୁରୀ,୧୧।୬: ଜୁନ ୧୨ରେ ଜନତା ମଇଦାନରେ ଶପଥଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ଶପଥ ସମାରୋହ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କୁ ଦିଆଯାଇଛି। ଭାଜପାର ଏକ ଟିମ୍‌ ମଙ୍ଗଳବାର ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ନିମନ୍ତ୍ରଣ କରିଛନ୍ତି। ଅନ୍ୟପକ୍ଷେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ଚାଲିଛି। ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। The post ଶପଥ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ appeared first on Dharitri Odia News.

ଶପଥ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ

ପୁରୀ,୧୧।୬: ଜୁନ ୧୨ରେ ଜନତା ମଇଦାନରେ ଶପଥଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ଶପଥ ସମାରୋହ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କୁ ଦିଆଯାଇଛି। ଭାଜପାର ଏକ ଟିମ୍‌ ମଙ୍ଗଳବାର ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ନିମନ୍ତ୍ରଣ କରିଛନ୍ତି।

ଅନ୍ୟପକ୍ଷେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ଚାଲିଛି। ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

The post ଶପଥ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ appeared first on Dharitri Odia News.