Mardaani 3: ପୁଣି ମର୍ଦାନୀ ହୋଇ ଫେରିବେ ରାନୀ ମୁଖାର୍ଜୀ; ଏହିଦିନ ହେବ ରିଲିଜ୍

ନିର୍ମାତା 'ମର୍ଦାନୀ ୩'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ମଧ୍ୟ ରାନୀ ମୁଖାର୍ଜୀ ପୋଲିସ ଅଫିସର୍ ଶିବାନୀ ଶିବାଜୀ ରାୟ ଭୂମିକାରେ ନଜର ଆସିବେ।

Mardaani 3: ପୁଣି ମର୍ଦାନୀ ହୋଇ ଫେରିବେ ରାନୀ ମୁଖାର୍ଜୀ; ଏହିଦିନ ହେବ ରିଲିଜ୍
Array