Market Price Crisis in Odisha: ବଜାର ବୈଷମ୍ୟ, କାହାର ପୁଷମାସ ତ କାହାର ସର୍ବନାଶ

ଅଟା, ଡାଲି, ତେଲ ଦର ବଢୁଛି ହେଲେ ଲୋକଙ୍କ ରୋଜଗାର ବଢୁନି। କିଛିଦିନ ତଳେ ଆଳୁ, ଟମାଟୋର ଅଭାବ ଦେଖାଦେଇଥିଲା । ଏବେ ଚାଷୀ ଭୋଗୁଛନ୍ତି ଅଭାବୀ ବିକ୍ରି । ଅଭାବ ଅନଟନରୁ ବଲାଙ୍ଗୀର ମାଳପଡାର ଜଣେ ମହିଳା ନିଜ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା ଅନେକଙ୍କୁ ବ୍ୟଥିତ କରିଛି । ବଜାର ବ୍ୟବସ୍ଥା ଓ ଦର ବୈଷମ୍ୟ କ୍ରମଶଃ ବିଷମ ହେବାରେ ଲାଗିଛି ।

Market Price Crisis in Odisha: ବଜାର ବୈଷମ୍ୟ, କାହାର ପୁଷମାସ ତ କାହାର ସର୍ବନାଶ
Array