ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ମାମଲା, ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଖଲ୍ଲିକୋଟ ୦୭।୦୩ : ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ମାମଲା । ଘଟଣାରେ ତିନି ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନ ରାଇପୁର ଗାଁର ଦିବା ବେହେରା ଓ କୃଷ୍ଣ ବେହେରା ହୋଇଥିବା ବେଳେ ଆଉ ଜଣେ କରପଡ଼ା ଗାଁର ପବିତ୍ର ମଲାଣ ବୋଲି ଜଣାପଡିଛି । wp:embed {"url":"https://www.prameyanews7.com/one-accused-arrest-in-kantabanjhi-murder-case/","type":"wp-embed","providerNameSlug":"prameya-news-7"} https://www.prameyanews7.com/one-accused-arrest-in-kantabanjhi-murder-case/ /wp:embed ଖବର ଅନୁଯାୟୀ, ନାବାଳିକା ପ୍ରଥମ ଅପହରଣ କରିଥିଲେ ଦୁର୍ବୃତ୍ତ । ଏହାପରେ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ଆରମ୍ଭ କରିଥିଲେ ତଦନ୍ତ । ପୋଲିସ ତଦନ୍ତ କରି ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରି ବୟାନ ରେକର୍ଡ କରିଥିଲା । ଏହି ବୟାନକୁ ଆଧାର କରି ଘଟଣାରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ନା ନାହିଁ । ସେ ବିଷୟରେ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ । wp:embed {"url":"https://www.prameyanews7.com/asha-karmi-salar
ଖଲ୍ଲିକୋଟ ୦୭।୦୩ : ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ମାମଲା । ଘଟଣାରେ ତିନି ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନ ରାଇପୁର ଗାଁର ଦିବା ବେହେରା ଓ କୃଷ୍ଣ ବେହେରା ହୋଇଥିବା ବେଳେ ଆଉ ଜଣେ କରପଡ଼ା ଗାଁର ପବିତ୍ର ମଲାଣ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ନାବାଳିକା ପ୍ରଥମ ଅପହରଣ କରିଥିଲେ ଦୁର୍ବୃତ୍ତ । ଏହାପରେ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ଆରମ୍ଭ କରିଥିଲେ ତଦନ୍ତ । ପୋଲିସ ତଦନ୍ତ କରି ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରି ବୟାନ ରେକର୍ଡ କରିଥିଲା । ଏହି ବୟାନକୁ ଆଧାର କରି ଘଟଣାରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ନା ନାହିଁ । ସେ ବିଷୟରେ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
wp:embed {"url":"https://www.prameyanews7.com/asha-karmi-salary-hike-by-cm-of-odisha/","type":"wp-embed","providerNameSlug":"prameya-news-7"}